୧୦ ରାଜ୍ୟରେ ସକ୍ରିୟ ମାମଲା ବଢ଼ୁଛି: ୬ ରାଜ୍ୟରେ ୮୬% ନୂଆ ମୃତ୍ୟୁ, ୧୮ ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ୍

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଲଗାତାର ଭାବେ ବଢ଼ିବାରେ ଲାଗିଛି। ନିକଟରେ କେବଳ ୬ଟି ରାଜ୍ୟରେ ସଂକ୍ରମଣ ଅଚାନକ ବଢ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬ ରାଜ୍ୟରୁ ୮୫ ପ୍ରତିଶତରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ର ଏବଂ କେରଳରେ ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଛି ବୋଲି କୁହାଯାଉଛି। ଦେଶରେ ଗତ ୭ ଦିନ ମଧ୍ୟରେ ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ … Continue reading ୧୦ ରାଜ୍ୟରେ ସକ୍ରିୟ ମାମଲା ବଢ଼ୁଛି: ୬ ରାଜ୍ୟରେ ୮୬% ନୂଆ ମୃତ୍ୟୁ, ୧୮ ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ୍